ପୁରା ଖବର ବିଷୟରେ

ପ୍ରତ୍ୟୁଷା ! ନିର୍ଭିକ-ନିରପେକ୍ଷ-ସମାଜର ସ୍ୱର

ଗଂଜାମ ବସ ଦୁର୍ଘଟଣା- ଦୋଷ ଲଦାଲଦି ଭିତରେ ଚାଲିଛି ଅନୁସନ୍ଧାନ।,ଗଂଜାମ ବସ ଦୁର୍ଘଟଣା- ଦୋଷ ଲଦାଲଦି ଭିତରେ ଚାଲିଛି ଅନୁସନ୍ଧାନ। ୧୦ଜଣ ଙ୍କ ଜୀବନ ଯିବାପରେ ଚେତିଛି ରାଜ୍ୟ ସରକାର। ପ୍ରାଥମିକ ତଦନ୍ତ ପରେ ୪ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୃତକମାନଙ୍କ ପରିବାରଙ୍କୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶିର ଘଷଣା କରିଛନ୍ତି। ଚାଲିଥିବା ଅନୁସନ୍ଧାନ ରେ ରାଜ୍ୟ ପରିବହନ ବିଭାଗ ଶକ୍ତି ବିଭାଗ ଉପରେ ଦୋଷ ଲଦୁଥିବାବେଳେ, ରାଜ୍ୟ ଶକ୍ତି ବିଭାଗ ସେଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଦୋଷ ଲଦିଛି।
Label
Feb 10 2020 9:27PM

Feb 10 2020 9:27PM
ଗଂଜାମ ବସ ଦୁର୍ଘଟଣା- ଦୋଷ ଲଦାଲଦି ଭିତରେ ଚାଲିଛି ଅନୁସନ୍ଧାନ। ୧୦ଜଣ ଙ୍କ ଜୀବନ ଯିବାପରେ ଚେତିଛି ରାଜ୍ୟ ସରକାର। ପ୍ରାଥମିକ ତଦନ୍ତ ପରେ ୪ ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୃତକମାନଙ୍କ ପରିବାରଙ୍କୁ ୨ଲକ୍ଷ ଲେଖାଏଁ ଅନୁକମ୍ପା ରାଶିର ଘଷଣା କରିଛନ୍ତି। ଚାଲିଥିବା ଅନୁସନ୍ଧାନ ରେ ରାଜ୍ୟ ପରିବହନ ବିଭାଗ ଶକ୍ତି ବିଭାଗ ଉପରେ ଦୋଷ ଲଦୁଥିବାବେଳେ, ରାଜ୍ୟ ଶକ୍ତି ବିଭାଗ ସେଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଦୋଷ ଲଦିଛି।